ନିର୍ବାଚିତ ଗଳ୍ପ
-
ଏ ଜୀବନ ପଛେ ନର୍କେ ପଡ଼ିଥାଉ
ସେହି ନିର୍ଦ୍ଧିଷ୍ଟ ବାର କି ତାରିଖ ମନେ ପକେଇ ଦେବା ଦରକାର ପଡ଼େନା । କେବେ ବି ପଡ଼େନି । ଘରେ ଅଛ ଯଦି ଆପେ ଆପେ ଜାଣି ପକେଇବ । ପ୍ରଭୁ ... -
ଅହଲ୍ୟା
ଧନରେ! ତୋତେ ରାମ ବୋଲିବି ।’ “କାହିଁକି ମୋ ନାମ ତ ରାମ- ରାମଚନ୍ଦ୍ର । ଆଉ ରାମ ଡାକିବ କ’ଣ? ମୋତେ ରାମ ଡାକନ୍ତି ସମସ୍ତେ । କିନ୍ତୁ ମୋ ନାମ ... -
ହୀରା ଫୁଲ ଖଞ୍ଜା ଚାନ୍ଦୁଆ ତଳେ ରଙ୍ଗ ବେରଙ୍ଗର ଖଣ୍ଡେ ମଖମଲି ଗାଲିଚା
ସୁଚିତ୍ରାର ବଡ଼ ଦେଢ଼ଶୁର ଗାଁ’ରୁ ଆସିଥିଲେ କ’ଣ କାମରେ । ରହିବା ପାଇଁ ତାଙ୍କ ହାତରେ ସମୟ ନଥିଲା । ସେଇଦିନ ଗାଁ’କୁ ଫେରିଯିବା କଥା । ସେଥିପାଇଁ ଖାଇ ସାରିବା ସଂଗେ ... -
ଟେନ୍ସନ୍
ନଦୀ ସେପଟୁ ଘୋଟି ଆସୁଥିଲା କଳାମେଘ ଖଣ୍ଡେ । ବର୍ଷା ହେବ । ଛାଇ ଆଲୁଅର ଖେଳ ଆରମ୍ଭ ହୋଇଯାଇଛି ଧାନକ୍ଷେତରେ । ନାଳ ବଂଧ ଉପରେ । ମନକଲା ଗାଡ଼ିଟାକୁ ଜୋରରେ ... -
ପ୍ରଳୟର ପ୍ରତିଶ୍ରୁତି
ସେ ମରିଗଲା । ମରିଗଲା ନୁହେଁ ଯେ ତରିଗଲା ବୋଲି ଲୋକେ କୁହାକୁହି ହେଲେ । ଆଗପଛ ହୋଇ ବା କାନ୍ଦିବା ପାଇଁ ତାର ଆପଣାର କେହି ନ ଥିଲେ । ଅଥଚ ... -
ଆଖିରେ ଆଖିରେ କଥା
ମଧ୍ୟରାତି୍ରର ନିଶୂନ ପ୍ରହର ଘାଲେଇ ପଡ଼ିଥିବା ଗାଁକୁ ଚମକାଇ, ଆକାଶର ଓସାରିଆ ଛାତିକୁ ଦୁଲୁକାଇ ଗାଁମୁଣ୍ଡରେ ଗୋଟିଏ ପରେ ଗୋଟିଏ ନଡ଼ିଆବାଣ ଫୁଟିଲା-ଢ଼ୋଓ ଢ଼ୋଓ.. । ଗାଁ ମଝିରେ ବାହାଘର ଭୋଜିର ଖଲିପତ୍ର ... -
ବ୍ଲାଙ୍କ କଲ୍
କେଉଁ ଅଗ୍ନିରେ ଜଳୁଛନ୍ତି ଜ୍ୟୋତି? ବାୟବାଗ୍ନି ନା ବରୁଣାଗ୍ନି? ପ୍ରେମାଗ୍ନି ନା ବୀରହାଗ୍ନି? ଇର୍ଷାଗ୍ନି ନା କୋପାଗ୍ନି? ଭିତରର କେଉଁ ପ୍ରକି୍ରୟା ତାଙ୍କୁ ଏଭଳି ଅସ୍ଥିର କରୁଚି? ଶାନ୍ତା ସହିତ କଥା ହୋଇ ... -
ନବଦିଗନ୍ତ
ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କୃତୀ ଛାତ୍ରୀ ଅନିମା ପଟ୍ଟନାୟକ ଅନେକ ଭାବି ଚିନ୍ତି ସ୍ଥିର କଲେ ସେ ଚାକିରୀ କରିବେ ନାହିଁ । ଘର ସଂସାର କରିବେ । ସନ୍ତାନମାନଙ୍କୁ ଉପଯୁକ୍ତ ... -
ଚଳନ୍ତା ଗାଡ଼ି
ଗାଡ଼ିକୁ ଆମେ ଉଠିପଡ଼ିଲୁ-ମୁଁ ଆଉ ମୋ ସ୍ତ୍ରୀ । ଗାଡ଼ି ଭିଡ଼ ଥାଏ । ବେଶ୍ ଭିଡ଼ ଥାଏ । ସେ ଲୋକ ଜଣକ ଯାଗା କରିଦେଇ ନଥିଲେ ମୋ ସ୍ତ୍ରୀ ବି ... -
ଆଉ ଜଣେ ପରି ନିଜେ
ଟେବୁଲ ଉପରେ ରଖାଯାଇଥିବା ଦୁଇଟି ଚିଠିରୁ ଗୋଟିଏ ପୋଷ୍ଟକାର୍ଡ଼ ଅନ୍ୟଟି ଇନ୍ଲାଣ୍ଡ । ପରିଚିତ ପ୍ୟାଟର୍ଣ୍ଣରେ ଲେଖା ପୋଷ୍ଟକାର୍ଡ ଗୌରଠାରୁ, ବାଁ କଡ଼ ଉପରକୁ ଲେଖା ଅଛି । ରାଜକନିକା, କଟକ… ଓ ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ