ଗଳ୍ପ-କବିତା
-
ପୁଅର ସାର୍
ଟୋକାଟି ତାକୁ ମାମା ବୋଲି କାହିଁକି ସମ୍ବୋଧନ କରୁଥିଲା? ସେତିକି ପରିଚୟ ଓ ସମ୍ପର୍କିତ ହୋଇଥିବା କେହି ଏମିତି ସମ୍ବୋଧନ କରିବାକୁ ସାହସ କରୁନଥିଲେ କିମ୍ବା ଯଥାର୍ଥ ମଣୁନଥିଲେ । ତଳତଳିଆ କିଛି ... -
ଯୁଦ୍ଧ କେବେ ସରେନାହିଁ
ବୁଢ଼ୀଟି ଶିଶୁକନ୍ୟା ପାଖକୁ ଗଲା । ତା’ର ନରମ ଦେହକୁ ଦୁଇହାତରେ ତୋଳି ଆଣିଲା । ଅଚାନକ ବୁଢ଼ୀର ପାପୁଲି ତଳୁ ଭାଙ୍ଗିପଡ଼ିଲା ଶିଶୁକନ୍ୟାର ବେକ! କିଛି ଖୀରସ୍ତାନ ଧାଇଁ ଆସୁଥିଲେ । ... -
ନୂଆ ଗଛର ଶେଷ ଫୁଲ
ମୋ ମନକୁ ଏକଥା କାହିଁକି ଆସିଲା କେଜାଣି; କହିଦେଲି; ମା’ ମୁଁ ସିନା ମାଳ ଆଣୁଛି କିନ୍ତୁ ଏସବୁ ମୋ ଝିଅ ବାଡ଼ିର । ତା’ରି ଲାଗି ତୁ ଫୁଲ ପାଉଛୁ । ... -
ଦାୟ
ବେଳେବେଳେ ଏକଥା ବିଶ୍ୱାସ କରିବାକୁ ପଡେ- ଈଶ୍ୱର ବି ମଣିଷମାନଙ୍କ ପରି । ଯିଏ କିଛି କହିପାରେନି, ଅଭିଯୋଗ ନକରି ସହିଚାଲେ- ତାକୁ ହିଁ ସେ ସର୍ବାଧିକ ଦୁଃଖ ଦିଅନ୍ତି । କିଛି ... -
ଅଫେରା ନଈ
ବାହାରପଟ ବାରଣ୍ଡାରେ ବସି ସେହି ଦିନର ଖବରକାଗଜକୁ ତନ୍ନ ତନ୍ନ କରି ପଢିଚାଲିଥିଲେ କଳ୍ପଲତା ଦେବୀ । ତାଙ୍କ ରୁଚିକୁ ସୁହାଇଲା ଭଳିଆ ଖବରର ସଂଖ୍ୟା ଯଦିଓ ଖୁବ୍ ନିର୍ଦ୍ଦିଷ୍ଟ ସଂଖ୍ୟା ଭିତରେ ... -
ଅସୁସ୍ଥ ପୃଥିବୀ
ହଠାତ୍ ସ୍ୱାତୀ ହସି ଉଠିଲା । ଉତ୍ତେଜକ ଭୁବନ ମୋହିନୀ ହସ । କହିଲା, ରୁହ । ଏଇଟା ମୋ ଦାୟିତ୍ୱ । ତମେ ମୋର ସ୍ୱାମୀ, ତମର ପ୍ରତ୍ୟେକ ଖେଳରେ ମୋର ... -
କାଳବୈଶାଖୀ
ତୁମର ଲଭ୍ ମାରେଜ୍? ପଚାରିଦେଲା ସଂଜୟ । ହଠାତ୍ ଶୁଭ୍ରା କହିଲା, ସେ’ଟାକୁ କିଏ ଲଭ୍ କରି ବାହାହେବ? ଶୁଭ୍ରା କହିଦେଇ ଟିକେ ରହିଗଲା ଏବଂ ସଂଜୟ କିଛି ପ୍ରତିକ୍ରିୟା ଜଣାଇବା ପୂର୍ବରୁ ... -
ବାଘ ପିଠିରେ ଚିରକାଳ
ଆକାଶର ମୁକ୍ତ ଅଗଣାରେ ଡେଣା ମେଲି ଚଢ଼େଇ ହେଇ ଉଡ଼ୁଥିବା ପୁଅ ଡେଣା ଫଡ଼ଫଡ଼ କରି ପଚାରିଲା – କି ଘର ? କାହାପାଇଁ ଏ ଘର ? ତମ ବାପାବି ତମ ... -
କବିର ଜୀବନ
ପ୍ରେମର କଥା କହୁଛ ଯେ, କାଲି ଚାଲିଗଲା ହାଡ଼ିବନ୍ଧୁ ଅକସ୍ମାତ । କହୁଥିଲା, ବହୁତ ହେଲା ଦୁଃଖର କଥା । ଏବେ ନିଜ କଥା ଭାବ ହୋ । ପିଲାଛୁଆ- ପିଲାଛୁଆ ହେଇ ... -
ମାନନୀୟ ଶ୍ରୀଯୁକ୍ତ
ମଣିଷ ରକ୍ତ ପାଇଲେ ଗଛମାନେ ହାଉ ହାଉ ବଢ଼ନ୍ତି । କନ୍ଧଙ୍କ ମଗଜରେ କେଉଁ ଡୁମା ପୂରେଇଦେଲା ଏ ଇଲମ । ଧାଙ୍ଗଡ଼ାର ଉଷୁମ ରକ୍ତରେ ଭିଜିଲା ମାଟି ଦେବତା-ତାଡ଼ାପେନୁ । ଯାହାର ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ