ଗଳ୍ପ-କବିତା
-
ଜନାଦେଶ
ସେ ଶାଳୀ କଥା କହନା । ତୁମେ ଯେଉଁଠି ଯେଉଁ ଖାଦ୍ୟ ଯେଉଁ ଅବସ୍ଥାରେ ରଖିଥାଅ ନା କାହିଁକି? କୁକୁରୀଟି ତା’ର ବାସ୍ନା ପାଇଯିବ ଏବଂ ଅତ୍ୟନ୍ତ କୌଶଳକ୍ରମେ ବା ସନ୍ତର୍ପଣରେ ସେ ... -
ଓଥରା
ଯନ୍ତ୍ରଚାଳିତ ପରି ଯାଇ ମୁଁ ସେ ଆମ୍ବଗଛ ପାଖରେ ଠିଆହେଲି । କାନ୍ଦୁରା ଆଖି ସହିତ ଅନେକ ଅଭିଯୋଗ ନେଇ ମୁଁ ପ୍ରବଳ କ୍ରୋଧରେ ଗଛକୁ ଗୋଇଠାଟିଏ ମାରି କହି ଉଠିଲି, ତୁ ... -
ନଦୀ, ନାଚ ଓ ଜୀବନ
ପାଗଳୀର ହାତ ଧରି ବାଟ କଢ଼ାଇ ନେଲାବେଳେ ବଡ଼ ସାଆନ୍ତ ସ୍ୱରରେ ସତୀ କହିଲା- ମୁଁ ଜାଣିଛି ଏ ପିଲାର ବାପ କିଏ । ନୀଳ ନାଏକ । ଆଜିଠାରୁ ନାମକରଣ କଲି ... -
ରହିମ୍
ରୋଷେଇଘର ସାମନାରେ ମୁଁ ଦେଖିଲି ମୋର ଗୋଟିଏ ବ୍ୟାଗ ରହିଛି । ଚିହ୍ନିପାରିଲି, ଗତକାଲି ଏ ବ୍ୟାଗଟି ମୁଁ ଦେଇଥିଲି ରହିମକୁ, ତା’ ପୁଅ ଲାଗି । କୈଳାସ ଆସିଲା ପାଖକୁ । ... -
ଛିନ୍ନ ଗୁଡ଼ିର କାହାଣୀ
ଆଷାଢ଼ ଆକାଶର ରୂପନେଇଥିବା ନୂଆ ଛବିର ନା କଣ ଦେବି ତୁମକୁ ପଚାରିଲି, ତୁମେ କହିଲ ସଂଗ୍ରାମ ଖବରକାଗଜ ଅଫିସ୍ର ଏକଧାରାରେ ସାମ୍ବାଦିକ, ପ୍ରୁଫ୍ରିଡର ଏବଂ ସମ୍ପାଦକ ସୁରେନ୍ଦ୍ର ମହାନ୍ତି ହୋଇଥିଲେ, କହିଥାନ୍ତି ... -
ବାମାଚାରୀ
ଅବିନାଶ ରୁଦ୍ରଭୈରବଙ୍କ ପାଖରେ ଥିବା ତ୍ରିଶୂଳଟି ଉଠେଇନେଲା ଓ ଫୁଟେଇଦେଲା ତାଙ୍କର ବେକରେ । ତା’ପରେ ଲୁହା ଚିମୁଟା ଉଠେଇ ପିଟିଦେଲା ତାଙ୍କର ମୁଣ୍ଡକୁ । ‘ଢୋ’ କରି ଶବ୍ଦ ହେଲା । ... -
ଗାନ୍ଧୀଙ୍କ ଚଷମା
ଗାନ୍ଧୀଙ୍କୁ ପାଣିମାରି ଧୋଉଥିଲେ ମୂଲିଆମାନେ । ରବର୍ ପାଇପ୍ର ମୁହଁରୁ ପିଚ୍ପିଚ୍ ହେଇ ବାହାରୁଥିବା ପାଣିର ମାଡ଼ରେ ଅନେକ ଦିନର ପୁରୁଣା ମଳି ସବୁ ପାଣିସହ ବୋହି ଆସୁଥାଏ ଗାନ୍ଧୀଙ୍କ ଗୋଡ଼ଆଡ଼କୁ । ... -
ରାଜିନାମା
ସାମାନ୍ୟ ଗୋଟେ ଛୋଟ ବଟିକା ଯାହା ଗୋଲମରିଚ ଠାରୁ ବି ଛୋଟ ନିୟନ୍ତ୍ରଣ କରିବ ତା’ର ନିଦ, ସ୍ୱପ୍ନ, ଆବେଗ ଓ ଉକ୍ରଣ୍ଠାକୁ! ହାତର ଦୁଇ ଟିପ ମଝିରେ ବଟିକାଟିକୁ ·ପିଧରି ପାଣି ... -
ଅମାନତ
ଏକା ଏକା ରହିଲେ ଜଣେ ନିଜ ବିଷୟରେ ସଚେତନ ହୋଇଉଠେ, ବ୍ୟକ୍ତିଗତ ସମ୍ପତ୍ତି ଓ ସମ୍ପର୍କୀୟମାନଙ୍କ ପ୍ରତି ଗଭୀର ଯତ୍ନଶୀଳ ହୁଏ । ସୁଧୀର ତାହାହିଁ ହୋଇଥିଲା । ଯୁବାବସ୍ଥାରେ ତା’ ସ୍ତ୍ରୀ ... -
ପ୍ରତିମୂର୍ତ୍ତି
ସହରର ମଧ୍ୟଭାଗରେ ଥିବା ମାର୍କେଟ ବିଲ୍ଡିଂ ସାମ୍ନାରେ ଥିବା ତିନିକୋଣିଆ ପାର୍କଟାକୁ ପୁନରୁଦ୍ଧାର କରାଯାଇ ତା’ ଭିତରେ ସ୍ଥାପନ କରାଯାଇଥିଲା ଏକ ବିରାଟ ବ୍ରୋଞ୍ଚ ମୂର୍ତ୍ତି । ଧଳାକନା ଓ ଜରିରେ ସଂପୂର୍ଣ୍ଣ ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ