ଗଳ୍ପ-କବିତା
-
ବନ୍ୟା ରାଗ
ନବ ମଉସା! ତମ ପାଞ୍ଜି କ’ଣ କହୁଛି, ଏ ବର୍ଷା ଛାଡ଼ିବ ନା ନାହିଁ? ନଈବନ୍ଧ କଡ଼ ଘର ପିଣ୍ଢାରେ ଶାଢ଼ି ଶୁଖାଉ ଶୁଖାଉ ପଚାରିଲା କେତକୀ । ନଈବନ୍ଧ ଚିକିଟା କାଦୁଅରେ ... -
ଗପର ନାଁ ଜୀବନ
କିଏ କହିଥିଲେ ତ? ଜୀବନ ଗୋଟେ ଅଧାପଢ଼ା ବହି । ଯେତେ ପଢ଼ିଲେ ବି ତାକୁ ଶେଷ କରିହୁଏନି କି ସଂପୂର୍ଣ୍ଣ ବୁଝିହୁଏନି । ସେଇଥିପାଇଁ ତ ଋଷିମୁନିମାନେ ଘର ସଂସାରକୁ ପଛ ... -
ଲିଫ୍ଟ୍
ଲିଫ୍ଟରେ ଯଦି ଆଉ କେହି ନଥାନ୍ତି ସେମାନଙ୍କ ଓଠଛୁଅାଁ ଗାଢ଼ ଚୁମା ଶେଷ ହୁଏ ଚତୁର୍ଥ ମହଲାରେ । ଉପରକୁ ଉଠିବାବେଳେ ସୁଯୋଗ ନମିଳିଲେ ତଳକୁ ଖସିବାବେଳର ସୁଯୋଗକୁ ଅପେକ୍ଷା କରିବାକୁ ପଡ଼େ ... -
ନିର୍ଲିପ୍ତ ନିର୍ବାଣ
ପାହାଡ଼ ପାଖରେ ଗାଁଟିଏ । ଗାଁ ଭିତରେ ଘରଟିଏ । ଘର ଭିତରେ ତମେ । ଏକା ଏକା । ଆଖି ବୁଜିଦେଲେ କେହି ନାହାନ୍ତି- ଆଖି ଖୋଲିଲେ ବି କେହି ନାହାନ୍ତି ... -
ଆଶ୍ରମ କନ୍ୟାର କାହାଣୀ
ନାରୀ କଲ୍ୟାଣ ଆଶ୍ରମ କୋଲକାତାର ପ୍ରସିଦ୍ଧ ମାଣିକ ତଲ୍ଲା ଷ୍ଟ୍ରୀଟ୍ରେ ଅବସ୍ଥିତ । ଆଶ୍ରମର ସେକ୍ରେଟାରୀ ହେଉଛନ୍ତି ସର୍ବେଶ୍ୱର ଗାଙ୍ଗୁଲି । ଗୃହହୀନ, ପତିହରା, ଅଭାବ ଅନଟନ ଗ୍ରସ୍ତା ନାରୀମାନଙ୍କୁ ଆଶ୍ରୟ ଦେବା ... -
ଅପମୃତ୍ୟୁ
ସେଖୁବ୍ ଡେଙ୍ଗା ଥିଲେ । ତାଙ୍କ ମୁହଁଟା ଗୋଲ । ତାଙ୍କ ଲମ୍ବା ଲମ୍ବା କେଶ ଗୁଡ଼ିକ ପିଠି ଆଡ଼କୁ ଝୁଲି ପଡ଼ିଥିଲା । ତାଙ୍କ ନିଶ ଓ ଦାଢ଼ି ବୋଧହୁଏ କେବେ ... -
ପ୍ରତିମାର ଭିତର ବାହାର
If you love someone you will be loyal to him no matter what the cost. your will always believe in him, & always stand ... -
ଦ୍ରୌପଦୀ ଏକ ଝିଅର ନାଁ
ତା ନାଁ ଥିଲା ଦୌପଦୀ । ବିରାଟ ପରିବାରରେ ବଢ଼ିଥିଲା ସେ । ଭାଇଭଉଣୀ ପନ୍ଦର ଜଣ । ଜେଜେମା ତା ନାଁ ଦେଇଥିଲେ । ପାଞ୍ଚ ଭାଇରେ ସେ ଥିଲା ଗୋଟିଏ ... -
ମୃତ୍ୟୁ ସହ ପରିଚୟ
ବାବା ଘର ଭିତରକୁ ଆସିଲେ । ଏବଂ ଜାରି କରିଦେଲେ ଘୋଷଣା ନାମାଟି । ପିଲାମାନଙ୍କର ବାହାରକୁ ଯିବା ବନ୍ଦ । ଖରାବେଳେ ସମସ୍ତେ ଘରଭିତରେ ହିଁ ରହିବେ । ବୋଉ ପଚାରିଲା; ... -
ଅବଲୋକନ
ମାଈ ପକ୍ଷୀଟିଏ ନଦୀରେ ଝାସି ହେଇ ପ୍ରାଣହାରି ଦବାକୁ ଆସିଲା । ନଦୀ ପ·ରିଲା, ଜୀବନ ହାରିବାକୁ କାହିଁକି ଆସିଛୁ? ମାଈ ପକ୍ଷୀଟି କହିଲା, ଏ ପିଲା-ଛୁଆର ଜଞ୍ଜାଳ, ତାଙ୍କର ଦାନା ଯୋଗାଡ଼ର ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ