ଗଳ୍ପ-କବିତା
-
ଦୂର ଆକାଶର ପକ୍ଷୀ
ମୀତା ସରିତା ଦୁହେଁ ଭାରି ସାଙ୍ଗ । ଦୁହେଁ ଦୁହିଁଙ୍କୁ ଚିହ୍ନିଛନ୍ତି ପ୍ରାୟ ପନ୍ଦର ବର୍ଷ ତଳୁ । ଘର ଖୋଜାରୁ ଚିହ୍ନା । ଅଭିଆଡ଼ି ଝିଅ ବାଡୁଅ ପୁଅଙ୍କ ପାଇଁ ଘରଭଡ଼ା ... -
ଅଭିଶାପ
ପାର୍ଥଙ୍କ ହାବଭାବ, ଚାଲିଚଳନରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିଲା ସୁନନ୍ଦା । ଲିସା ସେମାନଙ୍କର ଏକମାତ୍ର ଗେହ୍ଳୀ ଝିଅ । ବାପାଙ୍କୁ ମଜାରେ ଡରାଇବା ପାଇଁ ନିଜ ସ୍ୱର ବଦଳାଇ ଲିସା ... -
କେହି ଜଣେ ନିଜର
କେତେଥର ଏମିତି ଘଟେ ମୋ ସହ । ଗଭୀର ରାତିରେ କେଜାଣି କେମିତି ନିଦ ଭାଙ୍ଗିଯାଏ । ମୁଁ ଶୋଇ ଶୋଇ ଦେଖେ ଘର ଭିତରେ କାହାର ପଦଚାରଣ । ଘରର କବାଟ ... -
କ’ଣ ଭାବୁଛ ହୋ ଭୋଳାନାଥ… ଆଉ କି ଫେରିବ ଗଲାଦିନ…
ଜୀବନ ଜ୍ୟାମିତି : ଯାହାକୁ ଯେମିତି ରାଜଧାନୀ ଭୁବନେଶ୍ୱରରେ ଫାଷ୍ଟପୋଷ୍ଟିଂ ଅର୍ଡର ପାଇ ଗୌତମ ହୋଇ ଉଠିବ ଆନନ୍ଦରେ ଆତ୍ମହରା । ଯା’ ହେଲେ ବି ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଠାଣି-ବାଣୀ-ଚାହାଣୀ ଅଲ୍ଗା/ନିଆରା ... -
ରାହା
ଧକଡ଼ କଚଡ଼ କରି ଖଣ୍ଡିଆ ରାସ୍ତାରେ ଗାଡ଼ି ଆଗେଇ ଚାଲିଥିଲା । ବଂଚିବାର ରାହା ଖୋଜି ଚାଲିଚି ଯେମିତି ମହାଜୀବନର ଯାତ୍ରା । ଗଣ୍ଠିଲିଟା ଉପରେ ମୁହଁ ମାଡ଼ି ଦେଇ ବସିଥିଲା ଧୁତୁରୁ ... -
ସ୍ତ୍ରୀ
ସକାଳେ ନିଦରୁ ଉଠି ମୁଁ ଜାଣିପାରିଲିନି କେଉଁଠି ଅଛି । ଝର୍କା ଖୋଲା ଥିଲା । ଆକାଶର ଚେହେରା ବୟସ୍କ ଲୋକର ପେଜୁଆ ଆଖିର ଝାପ୍ସା ଦୃଷ୍ଟି । ଆରେ; ମୁଁ କ’ଣ ... -
ମୁଁ କୁନୁମୁନୁ କହୁଛି…
ମୋ ମାଆ କାହିଁକି କାନ୍ଦୁଛି? ତୁ ଶୁଣିପାରୁଛୁ? ମୁଁ ତତେ ପଚାରୁଛି, ନା ତୁ ତ ଶୁଣି ପାରୁନା କିଛି ବି ଶୁଣିପାରୁନା, ତୁ ଟା ତ ପଥର ତୁ କ’ଣ ଶୁଣିବୁ! ... -
ଏକଲାପଣ
ହଁ ଇଏ ବନ୍ଦୀର ଜୀବନ । ବନ୍ଦୀ ନୁହେଁ ତ ଆଉ କ’ଣ? କେହି ନାହିଁ କୁଆଡ଼େ । ସକାଳରୁ ସଂଜ, ସଂଜରୁ ରାତି, ପୁଣି ସକାଳ । ଦିନେ ନୁହେଁ, ସପ୍ତାହେ ... -
ମୋବାଇଲ୍-ଅଧ ଡଜନ ଅଣୁ ଗଳ୍ପ
୧. ବୁଧିରାମ ଓ ଡଲି ଝକାସ୍ ଗୋଟେ ମୋବାଇଲ୍ କିଣିଛି ବୁଧିରାମ । କଥା ହେଉଛି । ସିନେମା ଦିଶୁଛି । ଫଟୋ ଉଠୁଛି । ଭିଡିଓ ବି ଉଠୁଛି । ଡଲିକୁ ... -
ଅର୍ଦ୍ଧ ସତ୍ୟ
ଭଦ୍ରମହିଳା ଡ୍ରଇଂରୁମ୍ରୁ ଥାଇ ଚିକ୍ରାର କଲେ- ଶୁଣୁଛ, ଜଣେ ନୂଆ ଭଡ଼ାଟିଆ ଆସିଛନ୍ତି । ଅଳ୍ପ ସମୟ ପରେ ମୟୂରକଣ୍ଠିଆ ଖୋର୍ଦ୍ଧା ଲୁଙ୍ଗି ଆଉ ଫତେଇ ପିନ୍ଧା ଜଣେ ଷାଠିଏ ପଁଷଠି ବର୍ଷର ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ