ଗଳ୍ପ-କବିତା
-
ମୁଁ ଏଇଠି ଅଛି
ଦିଶାରୀ ଝାଡ଼ିବା ବାହାନାରେ ତା’ ଦେହର ଥାନ ଅଥାନରେ ହାତ ବୁଲେଇଲା । ମୁହଁକୁ ଫୁଙ୍କି ଆଖି ବୁଜେଇଲା । କୁଣ୍ଢେଇଲା । ତା’ ଗାଲକୁ ଚାଟିଲା । ଓଠକୁ କାମୁଡ଼ିଲା । ... -
ନଦୀ, ନାରୀ ଏବଂ ନୌକା
ମଧ୍ୟରାତ୍ରିରେ ହଠାତ୍ ନିଦ ଭାଙ୍ଗିଗଲା ପରେ ମୁଁ ଦେଖିଲି, ଡଙ୍ଗା ଭାସିଯାଇଛି ମଝି ନଈକୁ । ସେ ମଝି ନଈରେ ମୋ କୋଳରେ ତୁ ମୁହଁ ରଖି ଚେଇଁ ଶୋଇଚୁ, ପଇଁତିରିଶ ବର୍ଷ ... -
କୁହୁକୁହୁ
ତୁ କି ମନ୍ତ୍ର ଜାଣିଛୁ କିଲୋ! ଗୋଟିଏ ଥର ଦେଖାରେ ଭାଇଙ୍କୁ ମୋର କିମିଆ କରିଦେଲୁ! ସେ ଏବେ ତୋ ଲାଗି ପାଗଳ । …ହଉ, ଘରେ ପହଞ୍ଚି ମୋତେ ଫୋନ୍ କରିବୁ ... -
ଏମାନୁୟେଲ କୁଏର ପୃଥିବୀ
(୧) ଗଛଟା କାଲି ଥିଲା, ଆଜି ନାହିଁ । ବେଡ୍ରୁମ୍ ଝର୍କା ଖୋଲିଲେ ଦିଶେ ସେଇ ବଉଳ ଗଛଟା । ଛାତରୁ ଦେଖିଲେ ଲାଗେ ଗୋଟେ ବଡ ସବୁଜ ଛତା ଯେମିତି କିଏ ... -
ଭୂତ କଥା
ଆମେ ସ୍କୁଲରେ ସମୟ ପାଇଲେ ଗପସପରେ ଯେ ମାତିଯାଉଥିଲୁ, ସେଇ ସବୁ ଗପର ବିଷୟବସ୍ତୁ ଭିତରେ ଭୂତର ଭୂମିକା ଥିଲା ସର୍ବାଧିକ । କୋଉ ଗାଁରେ କୋଉ ଦିନ ଭୂତ ମାତିଥିଲା ତା’ର ... -
ଘର
ପବନର ଧକ୍କା ନା ଦାଣ୍ଡ କବାଟକୁ କିଏ ବାଡୋଉଛି? ମଣିଷ ଧକ୍କା ଇଏ । ଜଣେ ନୁହେଁ, ବହୁତ ଲୋକ- ସମସ୍ତେ ମିଶି ବାଡୋଉଛନ୍ତି । ତା’ ସାଙ୍ଗକୁ ଚିକ୍ରାର, ପିଲାଙ୍କ କାନ୍ଦ ... -
ଅମୁହାଁ ଦେଉଳର ଅପୂଜା ଈଶ୍ୱରୀ
ମୋ ହାତ ପାପୁଲି ଉପରୁ ନିଜ ହାତମୁଠାକୁ ଶିଥିଳ କରିଦେଇ ପଚାରିଲେ- ସୁବର୍ଣ୍ଣା! ତମର ହାତ ମାଗି ମୁଁ କ’ଣ ଅପରାଧ କରିଛି? ଯଦି କରିଥାଏ- ମତେ କ୍ଷମା କରିଦିଅ । ମୁଁ ଆପଣଙ୍କ ... -
ସାବିତ୍ରୀ
ସୋମବାର ସାବିତ୍ରୀ ଅମାବାସ୍ୟା, ରବିବାର ଛୁଟି । ଶନିବାର ଦିନ ପାଞ୍ଚଟା ପୂର୍ବରୁ ଅନେକ ଅଫିସର ଓ କର୍ମଚାରୀ ଅଫିସ୍ ଛାଡ଼ିସାରିଥିଲେ । ସାବିତ୍ରୀ ପୂଜା ପାଇଁ କିଣାକିଣି କରିବେ । ସବ୍ୟସାଚୀ ... -
ଶେଷ ନିଷ୍ପତ୍ତି
ଦିହେଁ ଦିହିଁଙ୍କୁ ଖୁବ୍ ନିବିଡ଼ ଭାବେ ଜଡେଇ ନେଲେ । ସେ ନିବିଡ଼ତା’ରେ ଦେହର ଦାହ ନଥିଲା, ବରଂ ଥିଲା ଏକ ନିରୁତା ଭଲପାଇବା, ଭଭୟେ ଉଭୟଙ୍କୁ ବୁଝିପାରିବାର ପରିପ୍ରକାଶ । ଶିହରଣ ... -
ପକ୍ଷୀ
ନେତ ଭାଉଜ ପାଣି ଢାଳେ ଦେଲା । ମୁହଁ ଧୋଇଲି । ଚା କପ୍ଟେ ଧରି ତରବରରେ ଚାବି ଧରାଇ ଦେଲା ମୋ ହାତକୁ । ସେ ଝୁଙ୍କାଇ ଆଣିଲା ମୁହଁଟା ମୋ ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ