ଶ୍ରୀ ଜଗନ୍ନାଥ ସଂସ୍କୃତି
-
ବାଇଶି ପାହାଚର ମାହାତ୍ମ୍ୟ
ବାଇଶି ପାହାଚର ତତ୍ତ୍ୱ ଓ ମହତ୍ୱ ଯଥେଷ୍ଟ ଗୁରୁତ୍ୱ ରହିଛି । ଧାର୍ମିକ ଦୃଷ୍ଟିକୋଣରୁ ବାଇଶି ପାହାଚ ଅତି ପବିତ୍ରତମ ସ୍ଥାନ । ବାଇଶି ପାହାଚ ଶବ୍ଦର ଅର୍ଥ ଅତି ଗଭୀର । ... -
ରଥଯାତ୍ରା ବିଧିରେ ଲକ୍ଷ୍ମୀ ଓ ସୁଭଦ୍ରା
ଜଗନ୍ନାଥ ମହାପ୍ରଭୁ ଏ କଳିଯୁଗରେ ଦେବତା ନୁହଁନ୍ତି- ମଣିଷ, ଉତ୍ତମ ପୁରୁଷ-ପୁରୁଷୋତ୍ତମ । ମାନବୋଚିତ ଗୁଣାବଳୀ ମଧ୍ୟରେ ତାଙ୍କ ସେବା ପୂଜାର ସୃଷ୍ଟି । ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କର ଯାନିଯାତ୍ରା ଓ ପର୍ବପର୍ବାଣି ... -
ଭକ୍ତ ଦର୍ଶନେ ବ୍ୟାକୁଳ ରଥାରୂଢ଼ ଶ୍ରୀଜଗନ୍ନାଥ
ରଥଯାତ୍ରା ଉତ୍ସବ ଆଜିକାଲିର ନୁହେଁ । ନାରଦ ପୁରାଣ, ସୁତସଂହିତା, ସ୍କନ୍ଦପୁରାଣ, ପଦ୍ମପୁରାଣ, ବାମଦେବ ସଂହିତାରୁ ଜଣାଯାଏ ‘ଜଗନ୍ନାଥଙ୍କ ପ୍ରଥମ ଇତିହାସ ସଙ୍ଗେ ବୈଦିକ କର୍ମକାଣ୍ଡର ଅଙ୍ଗାଙ୍ଗୀ ସମ୍ବନ୍ଧ ରହିଛି । ଯେତେବେଳେ ... -
ସ୍ନାନ ପୂର୍ଣ୍ଣମୀ ଠାରୁ ନୀଳାଦ୍ରିବିଜେ-ଶ୍ରୀଜଗନ୍ନାଥଙ୍କ ପାଖରେ ହେଉଥିବା ନୈବେଦ୍ୟ
ସମଗ୍ର ଭାରତବର୍ଷରେ ୫୬ ଭୋଗଖିଆ ଠାକୁର । ଷୋଡ଼ଶ ଉପଚାର ଓ ପଞ୍ଚୋପଚାରରେ ଭୋଗ ଖାଇଥାନ୍ତି । ମାତ୍ର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ଯାତ୍ରା ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରଭୁଙ୍କର ସେବାପୂଜା ସ୍ୱତନ୍ତ୍ର ... -
କଳାପାଣିରୁ କଳକୀ ଅବତାର
କଳିଯୁଗ ଶେଷରେ ଛତିଆରେ ମହାପ୍ରଭୁ ଜଗନ୍ନାଥ କଳକୀ ଅବତାର ହୋଇ ଉଭା ହେବେ ବୋଲି କୁହାଯାଉଥିଲେ ହେଁ ଜାଗୁଳେଇପାଟଣାରେ ଥିବା ଜଗନ୍ନାଥଙ୍କୁ ମଧ୍ୟ କଳକୀ ଅବତାର ବୋଲି କୁହାଯିବା ଏହି ସ୍ଥାନର ଗୁରୁତ୍ୱକୁ ... -
ଭକ୍ତ ଉଦ୍ଧବ: ଶ୍ରୀକୃଷ୍ଣଙ୍କ ଠାରୁ ଜଗନ୍ନାଥ
ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ଆସିଲେ ଭକ୍ତ ଉଦ୍ଧବ ନରେନ୍ଦ୍ରଙ୍କ ଶ୍ରୀଜଗନ୍ନାଥ ଓ ଶ୍ରୀମହାଲକ୍ଷ୍ମୀଙ୍କ ନିକଟରେ ଅଧିଆ ପଡ଼ିବା ଏବଂ ତାଙ୍କର ସ୍ୱପ୍ନାଦେଶ ବଳରେ ରଣପୁରରେ ମନ୍ଦିର ନିର୍ମାଣ ହେବା ରଣପୁର ... -
ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥଙ୍କ ରଥୋତ୍ସବ
ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହିନ୍ଦୁ ଚେତନାର ସବୁଠାରୁ ମୁଖ୍ୟ ଉତ୍ସବ ରୂପେ ରହିଆସିଅଛି । ବାସ୍ତବପକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ସମଗ୍ର ଜଗତର ଦେବତା ଠିକ୍ ସେମିତି ତାଙ୍କ ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ