ସ୍ରଷ୍ଟା: ସୁନୀଲ ବୋଷ
-
ଶେଷ ନିଷ୍ପତ୍ତି
ଦିହେଁ ଦିହିଁଙ୍କୁ ଖୁବ୍ ନିବିଡ଼ ଭାବେ ଜଡେଇ ନେଲେ । ସେ ନିବିଡ଼ତା’ରେ ଦେହର ଦାହ ନଥିଲା, ବରଂ ଥିଲା ଏକ ନିରୁତା ଭଲପାଇବା, ଭଭୟେ ଉଭୟଙ୍କୁ ବୁଝିପାରିବାର ପରିପ୍ରକାଶ । ଶିହରଣ ... -
ଗାନ୍ଧୀଙ୍କ ଚଷମା
ଗାନ୍ଧୀଙ୍କୁ ପାଣିମାରି ଧୋଉଥିଲେ ମୂଲିଆମାନେ । ରବର୍ ପାଇପ୍ର ମୁହଁରୁ ପିଚ୍ପିଚ୍ ହେଇ ବାହାରୁଥିବା ପାଣିର ମାଡ଼ରେ ଅନେକ ଦିନର ପୁରୁଣା ମଳି ସବୁ ପାଣିସହ ବୋହି ଆସୁଥାଏ ଗାନ୍ଧୀଙ୍କ ଗୋଡ଼ଆଡ଼କୁ । ... -
ବ୍ୟାଚେଲର
ଚା’ କପ୍ ସହ ବର୍ଷାର ମଜା ନେଲାବେଳେ କେବେ ଭାବିନି- ଏମିତି ଏକ ବର୍ଷଣମୁଖର ସନ୍ଧ୍ୟାରେ ପ୍ରେମିକା ସହ ଏକାଠି ଓଦା ହେଇ ଘରକୁ ଫେରିବା ଏବଂ ଏକାଠି ମିଶି ଚା’ ପିଇବା ... -
କଟାଗୁଡ଼ି ଓ ଭିଜା ନାୟିକା
ଭାରି ଚିହ୍ନାଚିହ୍ନା ଲାଗୁଥିଲା ମୁହଁଟା । ବହୁତ ମନେ ପକେଇବାକୁ ଚେଷ୍ଟା କଲି । ମୋଟେ ମନେପଡ଼ିଲାନି । କୋଉଠି ଗୋଟେ ଦେଖିଛି ନିଶ୍ଚେ! ସାଙ୍ଗରେ ଥିବା ଛୋଟ ପିଲାଟା ଖୁବ୍ ବ୍ୟସ୍ତ ... -
ବୋତାମ୍ଛିଣ୍ଡା ସାର୍ଟ
ଅଫିସ୍ରେ ପହଞ୍ଚୁ ପହଞ୍ଚୁ ସମସ୍ତେ କହିଲେ- ଚା’ ପିଆନ୍ତୁ! ସାର୍ଟଟା ଆପଣଙ୍କର ଝକାସ୍ ହୋଇଛି । ଏକଦମ୍ ୟଙ୍ଗ ଲାଗୁଛନ୍ତି । ଏମିତି ସାର୍ଟ ତ ଆପଣ ପିନ୍ଧନ୍ତିନି କେବେ? ଖୁବ୍ ବୁଢ଼ାଳିଆ ... -
ଲିଫ୍ଟ୍
ଲିଫ୍ଟରେ ଯଦି ଆଉ କେହି ନଥାନ୍ତି ସେମାନଙ୍କ ଓଠଛୁଅାଁ ଗାଢ଼ ଚୁମା ଶେଷ ହୁଏ ଚତୁର୍ଥ ମହଲାରେ । ଉପରକୁ ଉଠିବାବେଳେ ସୁଯୋଗ ନମିଳିଲେ ତଳକୁ ଖସିବାବେଳର ସୁଯୋଗକୁ ଅପେକ୍ଷା କରିବାକୁ ପଡ଼େ ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ