ସ୍ରଷ୍ଟା: ରବିପ୍ରିୟ ଦାଶ
-
ଚିରିଲାଣି ଆତ୍ମଲିପିର ପୃଷ୍ଠା
ଜୀବନ ଆରମ୍ଭରୁ ଅନେକ ଚେଷ୍ଟା କଲି ଏ ଜନ୍ମରେ ଆପଣାର କରିପାରିଲିନି ନିଜକୁ । ହତଭାଗ୍ୟ ହେଇ ରହିଗଲା ସବୁ ସ୍ୱପ୍ନ, ଅଜସ୍ର ଲକ୍ଷ୍ୟ ଆପେ ଆପେ ଅଭିଶପ୍ତ ପାଲଟିଲା ଆତ୍ମଲିପିର ଅସରନ୍ତି ... -
ଉର୍ବଶୀର ଗାଁ
ଏଭିତରେ କିଛି ଦିନ ବିତିଯାଇଥିଲା । ଦିନେ କଲେଜରୁ ଫେରିବା ବେଳେ କଇଁ କଇଁ କାନ୍ଦୁଥିଲା ଉର୍ବଶୀ । ହାତରେ ଥିଲା ସେଦିନ ପାର୍ସଲରେ ଆସିଥିବା ରବିପ୍ରିୟର ବହି ‘ଉର୍ବଶୀର ଗାଁ’ । ... -
ରାତିକୁ ନଥାଏ ଦିନର ଅଭିମାନ
ଦିନର ଅଭିମାନ ରାତିକୁ ନଥାଏ କଥାର ବାସ୍ନାରେ ନରମି ଯାଏ ସମୟର ସ୍ୱର । ଅନ୍ଧାରରେ ସ୍ୱପ୍ନର ମହଲ ଛୁଏଁ ଆଖି, ସେପାଖରେ ଏକାବେଳେ ସବୁ ନଈ ବହିବା ଆରମ୍ଭ କରନ୍ତି । ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ