ସ୍ରଷ୍ଟା: ଭଗବାନ ମହାନ୍ତି
-
ଅକ୍ଷୟତୃତୀୟା ଓ ନୃସିଂହ ଚତୁର୍ଦ୍ଦଶୀ
ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ଅକ୍ଷୟତୃତୀୟା ନାମରେ ପରିଚିତ । ହିନ୍ଦୁ ଶାସ୍ତ୍ରକାରଙ୍କ ମତରେ ସତ୍ୟଯୁଗର ଏହା ଆରମ୍ଭ ଦିବସ । ଏ ଦିବସ ଓଡ଼ିଶାର ଜନଜୀବନ ସହିତ ସଂପୃକ୍ତ । ଏହି ... -
ସାବିତ୍ରୀ ବ୍ରତ
ସତ୍ୟଯୁଗର ଏ କାହାଣୀକୁ ଆମେ ବର୍ତ୍ତମାନ ପରିପ୍ରେକ୍ଷୀରେ ଉପହାସ କରିପାରୁ । ତଥାପି ସାବିତ୍ରୀ ପରି ଜଣେ ଅସାମାନ୍ୟା ନାରୀଙ୍କର ଏ ଯେଉଁ ନିଷ୍ଠା, ତ୍ୟାଗ, ସତ୍ୟାନୁରାଗ ଓ ପାତିବ୍ରତ୍ୟ ଆମର ଏ ... -
ଧନ, ଜନ, ଆୟୁଷ ଓ ବର୍ଷାର ପ୍ରତୀକ : ସର୍ପ
ପ୍ରାଚୀନ କାଳରେ ଯାହାକିଛି ମାନବଠାରୁ ଅତି ଦୁଃସାଧ୍ୟ ଓ ଶକ୍ତିଶାଳୀ ରୂପେ ବିବେଚିତ ହେଉଥିଲା ଓ ମାନବର ଆୟତ୍ତାଧୀନ ନ ଥିଲା ସେ ସବୁକୁ ଲୋକେ ସମ୍ମାନର ସହ ପୂଜା କରୁଥିଲେ । ...
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ